vitonaa

ପ୍ରତ୍ୟେକ ବ୍ୟକ୍ତିର ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଭିଟୋନା ରିସର୍ଚ୍ଚ ପ୍ରା.ଲି.ର ନୂତନ ଉତ୍ପାଦନ

ଭାରତରେ ଏବେ ଜୀବନ-ଶୈଳୀ ରୋଗ ଯଥା ; ମୋଟାପଣ , ଉଚ୍ଚରକ୍ତଚାପ , ଟାଇପ୍‌-୨ ଡାଇବେଟିସ୍‌ ଏବଂ ହୃଦ୍‌ରୋଗ ଆଦି ବ୍ୟାପକ ହେଉଛି । ୨୦୧୮ ମସିହାରେ Dept. of Medicine AIIMS , Bhopal (MP) ର ଡ. ସାଗର ଖାଡଙ୍ଗା ଏବଂ ଅନ୍ୟ ଡାକ୍ତରମାନଙ୍କ ତରଫରୁ କରାଯାଇଥିବା ସର୍ବେକ୍ଷଣରୁ ଜଣାପଡିଛି ଯେ ଭାରତର କେତେକ ଅଞ୍ଚଳରେ ୪୦%ରୁ ଉଦ୍ଧ୍ୱର୍ ଲୋକଙ୍କ ଠାରେ ଏହି ସମସ୍ୟା ଦେଖାଦେଲାଣି । ଶାରୀରିକ ପରିଶ୍ରମର ଅଭାବ , ଅଧିକ ଫାଷ୍ଟଫୁଡ୍‌ ଏବଂ ଶର୍କରା / ଚିନି ମିଶ୍ରିତ ପଦାର୍ଥ ଅଧିକ ଖାଇବା ଏହାର ପ୍ରମୁଖ କାରଣ । ଅନ୍ୟ ପକ୍ଷରେ ଲୋକଙ୍କ ଖାଦ୍ୟରେ ତନ୍ତୁଜାତୀୟ ପଦାର୍ଥ (Dietary Fibre) ଓ ପୁଷ୍ଟିସାର(Protein) ର ଅଭାବ ଏହି ସମସ୍ୟାର ଅନ୍ୟ ଏକ ମୁଖ୍ୟ କାରଣ ରୂପେ ଅଭିହିତ । ତେଣୁ ପୃଥିବୀର ସ୍ୱାସ୍ଥ୍ୟ-ବିଜ୍ଞାନୀମାନେ ଏବେ ଖାଦ୍ୟରେ ଅଧକ ତନ୍ତୁଯୁକ୍ତ ପାଦର୍ଥ ଏବଂ ପୃଷ୍ଟିସାର ଯଥେଷ୍ଟ ପରିମାଣରେ ନେବାପାଇଁ ପରାମର୍ଶ ଦେଉଛନ୍ତି । କିନ୍ତୁ ଜନସାଧାରଣମାନଙ୍କ ମଧ୍ୟରେ ଏଥିନେଇ ଯଥେଷ୍ଟ ସଚେତନତା ନଥିବାରୁ ଭିଟୋନା ରିସର୍ଚ୍ଚ ର ଗବେଶକମାନେ ଏ ଦିଗରେ ଜନସାଧାରଣମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ସହ ଜାତୀୟ ପୁଷ୍ଟିବିଜ୍ଞାନ ସଂସ୍ଥାନ (NIN) ସହ ନିଜର ଦିର୍ଘକାଳୀନ ତଥ୍ୟ ଆଦାନ ପ୍ରଦାନକୁ ଭିତ୍ତିକରି କେତେଗୁଡିଏ ନବଉତ୍ପାଦନକୁ ଏକ ଷ୍ଟାର୍ଟଅପ୍‌ ଭାବେ ପ୍ରସ୍ତୁତ କରୁଛନ୍ତି ।

୧. ଅଧିକ ଚିନି ବା ଶର୍କରା ଯୁକ୍ତ ଖାଦ୍ୟ ବୟସ୍କ ଲୋକ ଏବଂ ଛୋଟ ପିଲାଙ୍କଠାରେ ମଧ୍ୟ ମୋଟାପଣ ଏବଂ ଜୀବନ-ଶୈଳୀ ରୋଗ ସୃଷ୍ଟି କରୁଥିବାରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଗତ ୪ ମାର୍ଚ୍ଚ ୨୦୧୫ ର ଏକ ନିର୍ଦ୍ଦେଶନାମାରେ କହିଛନ୍ତି ଯେ ପ୍ରତ୍ୟେକ ଲୋକ ତାଙ୍କର ଶକ୍ତି ବା କ୍ୟାଲୋରୀ ଆବଶ୍ୟକତାର ମାତ୍ର ୫% ଚିନିମିଶ୍ରିତ ଖାଦ୍ୟରୁ ନେବା ନିରାପଦ । ଏଥିପାଇଁ ଭିଟୋନା ରିସର୍ଚ୍ଚ ନୂତନଭାବେ ଚିନିବିହୀନ ସୁଆଦିଆ ମିଠା ସର୍ବତ-ପାଉଡର (VITONA SARBAT )ବଜାରକୁ ଛାଡିଛନ୍ତି । ଏହାର ପ୍ରତି ସାଚେଟ ( ୧ ଲିଟର ପାଇଁ ) ମାତ୍ର ୧୫ ଟଙ୍କାରେ ଉପଲବ୍ଧ ହେଉଛି ।

Vitona_main-kcopy

2.ସେହିପରି ଜୀବନ-ଶୈଳୀ ରୋଗର ପ୍ରତିରୋଧ ପାଇଁ ପ୍ରତ୍ୟେକ ଲୋକ ହାରାହାରି ଦୈନିକ ୨୫-୩୦ ଗ୍ରାମ ଡାଏଟାରୀ-ଫାଇବର୍‌ ବା ଖାଦ୍ୟ-ତନ୍ତୁ ନେବାର ଆବଶ୍ୟକତା ରହିଛି । ଏହା ଆମେରିକାର FDA ବା “ଖାଦ୍ୟ ଏବଂ ଓøଷଧ ପ୍ରଶାସନ” ଏବଂ ଭାରତର ଓଉଗଜ ବା “ଭାରତୀୟ ଚିକିତ୍ସା ଗବେଶଣା ପ୍ରତିଷ୍ଠାନ” ର ମତ । ଏଠାରେ ଉଲ୍ଲେଖନୀୟ ଯେ ଉପଲବ୍ଧ ବୈଜ୍ଞାନିକ-ତଥ୍ୟ ଅନୁଯାୟୀ ଖାଦ୍ୟତନ୍ତୁ ମଣିଷ ଶରୀରରେ ହଜମ କ୍ରିୟାକୁ ଉନ୍ନତ କରି ଗ୍ୟାସ ସମସ୍ୟା କମାଇବା , ଟାଇପ୍‌-୨ ଡାଇବେଟିସ୍‌ ଏବଂ ଉଚ୍ଚରକ୍ତଚାପ ଆଦିକୁ ପ୍ରତିରୋଧ କରିବା , ଦେହରୁ ବିଷାକ୍ତ ପଦାର୍ଥର ନିଷ୍କାସନ କରାଇବା ସହ ମଳାଶୟ କ୍ୟାନସରର ପ୍ରତିରୋଧ କରିଥାଏ । ଫଳତଃ ଲୋକଙ୍କୁ ଅପେକ୍ଷାକୃତ ଦୀର୍ଘଜୀବନ ମିଳିଥାଏ । ଏହି ଖାଦ୍ୟ ଉପଯୋଗୀ ତନ୍ତୁର ଅଭାବ ମେଣ୍ଟାଇବା ପାଇଁ ଔଷଧୀୟ ଗୁଣଯୁକ୍ତ ଉଦ୍ଭିଦରୁ ଭିଟୋନା ରିସର୍ଚ୍ଚ ପ୍ରସ୍ତୁତ କରିଛନ୍ତି ଭିଟୋନା-ଫାଇବର । ଭିଟୋନା-ଫାଇବର ରେ ଥିବା ତନ୍ତୁ ( ଡାଏଟାରୀ ଫାଇବର) ଓ ଆଂଟିଅକ୍ସିଡାଂଟ୍‌ଣ୍ଟ ପଦାର୍ଥ ଦେହରେ ଏହି ଜାତୀୟ ପଦାର୍ଥର ଅଭାବ ମେଂଟାଇବା ପାଇଁ ଉଦ୍ଦିଷ୍ଟ । ଆଜିକାଲି ଲୋକମାନଙ୍କ ଖଦ୍ୟରେ ତନ୍ତୁ ( ଫାଇବର୍‌) ର ପରିମାଣ କମି ଯାଉଥିବାରୁ ତାହାର ଅଭାବ ଭିଟୋନା ଫାଇବର୍‌ ଦ୍ୱାରା ଭରଣା କରାଯାଇପାରେ । ପ୍ରତ୍ୟେକ ଲୋକ ଏହାକୁ ପ୍ରତିଦିନ ୨.୫ ଗ୍ରାମରୁ ୧୦ ଗ୍ରାମ ପର୍ଯ୍ୟନ୍ତ ନେଇପାରିବେ । ଏକ ସପ୍ତାହ ମଧ୍ୟରେ ଏହା ଝାଡା ସଫା ଏବଂ ହଜମ ବ୍ୟବସ୍ଥା ର ବିକାଶ କ୍ଷତ୍ରରେ କାର୍ଯ୍ୟ ଆରମ୍ଭ କରିଥାଏ । ଭିଟୋନା ଫାଇବର୍‌ ପ୍ରଥମେ ଅଧା ଚାମଚ୍‌ (୨.୫ ଗ୍ରାମ) ଖାଲି ପେଟରେ ନେବା ଆରମ୍ଭ କରି ଧିରେ ଧିରେ ଏହାର ପରିମାଣ ବୃଦ୍ଧି କରାଯାଇଥାଏ ।

୩. ଭାରତୀୟ ଚିକିତ୍ସା ଗବେଶଣା ପରିଷଦ (ICMR) ର ତଥ୍ୟ ଅନୁଯାୟୀ ପ୍ରତ୍ୟେକ ଲୋକ ନିଜ ଶରୀର ଓଜନର କିଲୋଗ୍ରାମ ପିଛା ହାରାହାରି ୧ ଗ୍ରାମ ପ୍ରୋଟିନ୍‌ ଖାଇବା ପ୍ରତ୍ୟେକ ଦିନ ଆବଶ୍ୟକ । ଛୋଟପିଲାଙ୍କ ଶରୀରର ବିକାଶ ପାଇଁ ଏହାର ବିଶେଷ ଆବଶ୍ୟକତା ରହିଛି । ଆମ ଶରୀରର ଅଭ୍ୟନ୍ତରରେ ପ୍ରତିଦିନ ଚାଲୁଥିବା ଭଙ୍ଗାହାଡ କାମ ତଥଅ ହାଡ , ରକ୍ତ , ମାଂସପେଶୀ , ସର୍ମ , ବାଳ ଓ ନଖର ସୁସ୍ଥତା ଏବଂ ହଜମ ରସର କ୍ଷରଣ ପାଇଁ ପ୍ରୋଟିନ ଠିକ୍‌ ପରିମାଣରେ ନେଲେ ଆମ ଶରୀରର ଓଜନ ମଧ୍ୟ ନିୟନ୍ତ୍ରିତ ହୋଇଥାଏ । ତେଣୁ ଜନସାଧାରଣଙ୍କ ଖୁବ୍‌ କମ୍‌ ଖର୍ଚ୍ଚରେ ଏବଂ ସୁବିଧାଜନକ ଭାବେ ଉଚ୍ଚମାନର ପ୍ରୋଟିନ୍‌ ଯୋଗାଇବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି । ଏବେ ଭିଟୋନା ରିସର୍ଚ୍ଚ ଭାରତରେ ପ୍ରଥମଥର ପାଇଁ ପ୍ରୋଟିନ ଆଧିକ୍ୟ ଥିବା ସୁପ୍‌ (VITONA SOUP ) ର ପ୍ରଚଳନ ଆରମ୍ଭ କରିଛନ୍ତି । ପ୍ରତି ୧୦ ଗ୍ରାମ୍‌ ସୁପ୍‌ ପାଉଡର (୧୨୫ମି.ଲି. ସୁପ୍‌)ରେ ୪ ଗ୍ରାମ୍‌ ଉଚ୍ଚମାନର ( ) ପ୍ରୋଟିନ୍‌ ରହିଛି । ପ୍ରତି ୧୦୦ ଗ୍ରାମ୍‌ ଏହି ସୁପ୍‌ ପାଉଡରର ମୂଲ୍ୟ ୫୦ ଟଙ୍କା ରହିଛି । ୨୦ ଗ୍ରାମର ସୁପ ସାଚେଟ୍‌ ମାତ୍ର ୧୦ ଟଙ୍କାରେ ଉପଲବ୍ଧ ହେବ । ଏହା ଚା ଏବଂ କଫି ମୂଲ୍ୟର ଏକ ସ୍ୱାସ୍ଥକର ବିକଳ୍ପ ଅଟେ ।

Scroll to Top